Author: TRUPTIMAYEE SAHOO

ଆଜି ଇତିହାସର ଏପରି ଏକ ପୃଷ୍ଠା ଖୋଲିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। କୁହାଯାଏ, ଇତିହାସ କେବେ ପୁରୁଣା ହୁଏନାହିଁ, ବରଂ ବେଳେବେଳେ ଭବିଷ୍ୟତ ଆଗରେ ଏକ ବଡ଼ ଦର୍ପଣ ହୋଇ ଠିଆ ହୋଇଯାଏ। ଆଜିର ରାଜନୀତିରେ ଆମେ ଏପରି ଏକ ପ୍ରଶ୍ନର ସମ୍ମୁଖୀନ ହେଉଛୁ, ଯାହାର ମୂଳ ଲୁଚି ରହିଛି ପ୍ରାୟ ୭୫ ବର୍ଷ ତଳର ଏକ ଘଟଣାରେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ୧୯୫୦ ମସିହାରେ ଏପରି ଏକ ନିଷ୍ପତ୍ତି ନେଇଥିଲେ, ଯାହା ସେତେବେଳେ ଏକ ରାଜପରିବାରର ଉତ୍ତରାଧିକାରୀ ସ୍ଥିର କରିବା ପାଇଁ ଜରୁରୀ ଥିଲା। କିନ୍ତୁ ସେ କ’ଣ କେବେ ଭାବିଥିଲେ ଯେ, ତାଙ୍କରି ନିଷ୍ପତ୍ତିର ଛାଇ ଦିନେ ତାଙ୍କ ନିଜ ପରିବାର ଓ ତାଙ୍କ ଅଣନାତି ରାହୁଲ ଗାନ୍ଧୀଙ୍କ ରାଜନୈତିକ ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିପାରେ? କ’ଣ ଥିଲା ସେହି ନିଷ୍ପତ୍ତି? କାହିଁକି ଆଜି…

Read More