Author: TRUPTIMAYEE SAHOO

ସୁନା ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗ୍ରାମ ପିଛା ୧୫ ହଜାର ଟଙ୍କା ପାର୍ କରିଛି । ଏହା ଗହଣା କ୍ରେତାଙ୍କ ପାଇଁ ଚିନ୍ତାର କାରଣ ହେବା ସହ ସମୟୋପଯୁକ୍ତ ତଥ୍ୟ ଜାଣିବାକୁ ଅତ୍ୟାବଶ୍ୟକ କରିଛି । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ବିଭିନ୍ନ ସହରର ନବୀନତମ ଦର ଯାଞ୍ଚ କରିବା ଦରକାର। ଗତକାଲି ସହିତ ତୁଳନା କରିଲେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୧୦ ଟଙ୍କା କମିଛି । ଏହାସହିତ ୧ କେ.ଜି ରୂପା ଦରରେ ୩,୪୬୦ ଟଙ୍କାର ହ୍ରାସ ଦେଖାଯାଇଛି । ଏହି ପରିସ୍ଥିତିରେ କ୍ରେତାମାନେ ନିଷ୍ପତ୍ତି ନେବା ପୂର୍ବରୁ  ବୁଝିବାକୁ ଉଚିତ୍ । ଆଜି ସର୍ବଭାରତୀୟ ବଜାରରେ, ଅର୍ଥାତ୍ ଇଣ୍ଡିଆର ବିଭିନ୍ନ ସହରରେ ୨୨ କ୍ୟାରେଟ ସୁନା ଦର ୧ ଗ୍ରାମ ପିଛା ୧୪,୧୨୮ ଟଙ୍କା ରହିଛି। ୨୪ କ୍ୟାରେଟ ସୁନା…

Read More