Author: TRUPTIMAYEE SAHOO

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ବିଜୟ ଦେବର କୋଣ୍ଡା ଓ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ବିବାହକୁ ନେଇ ଚର୍ଚ୍ଚା ଆଉ ତିବ୍ର ହୋଇଛି। ସୋସିଆଲ ମିଡିଆରେ ସେମାନଙ୍କ ବିବାହ ରିସେପ୍ସନ କାର୍ଡ ଲିକ୍ ହୋଇଥିବା କଥା ସାମ୍ନାକୁ ଆସିବା ପରେ ଉତ୍ସୁକତା ବଢ଼ିଛି। ଯଦିଓ ଦୁହେଁ ପକ୍ଷରୁ ଏନେଇ କୌଣସି ଆଧିକାରିକ ଘୋଷଣା ହୋଇନାହିଁ, ତଥାପି ଫେବୃଆରୀ ୨୬ରେ ବିବାହ ହେବ ବୋଲି ଖବର ଚାଲିଛି। ସୂଚନା ଅନୁସାରେ, ଏହି ଦମ୍ପତି ହାଇଦ୍ରାବାଦରେ ବିବାହ କରିବେ ଓ ୪ ମାର୍ଚ୍ଚରେ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରାଯିବ। ଲିକ୍ ହୋଇଥିବା କାର୍ଡରେ ପରିବାର ଓ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତିରେ ଅନୁଷ୍ଠାନ ହେବ ବୋଲି ଉଲ୍ଲେଖ ରହିଛି। ଏହା ପରେ ସୋସିଆଲ ମିଡିଆରେ #VijayRashmika ଟ୍ରେଣ୍ଡ କରୁଛି ଓ ଭକ୍ତମାନେ ଦୁହେଁକୁ ଅଭିନନ୍ଦନ ଜଣାଉଛନ୍ତି। ଏହା ପୂର୍ବରୁ ମଧ୍ୟ ଏହି ଯୋଡ଼ିଙ୍କ ବିବାହକୁ ନେଇ ଅନେକଥର ଅଫବାହ ଚାଲିଥିଲା। ଦୁହେଁ ଅନେକ ସିନେମାରେ…

Read More