Author: TRUPTIMAYEE SAHOO

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୋଟ ୧୨ଟି ରାଶିର ବର୍ଣ୍ଣନା ମିଳେ ଏବଂ ପ୍ରତ୍ୟେକ ରାଶିର ଜଣେ କର୍ତ୍ତୃତ୍ୱଶୀଳ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷେତ୍ରମାନଙ୍କ ଗତି ଅନୁଯାୟୀ ଦିନକର ରାଶିଫଳ ଗଣନା କରାଯାଏ । ଆଜି କେଉଁ ରାଶି ପାଇଁ ଦିନଟି ସୁଭଦାୟକ ଓ କେଉଁ ରାଶି ପାଇଁ ସତର୍କତା ଆବଶ୍ୟକ, ଆସନ୍ତୁ ଜାଣିବା । ମେଷ: ଆଜି ମେଷ ରାଶିର ଜାତକ-ଜାତିକାଙ୍କ ପାଇଁ ଆର୍ଥିକ ପ୍ରସ୍ତାବ ଆଶାଅନୁଯାୟୀ ମିଳିବ। ପରିଚାଳନା ଓ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସଫଳତା ଦେଖିବେ। ବୃତ୍ତିଗତ ମାମଲା ଶୁଭ ରହିବ ଏବଂ ପରିବାର ସହ ମଧୁର ସମୟ କାଟିବେ। ବୃଷ: ପେଶାଜୀବୀମାନେ ଆଜି ସମସ୍ତଙ୍କ ଆଶା ପୂରଣ କରିପାରିବେ। ପ୍ରଶାସନିକ ଓ ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ କାମରେ ଲାଭ ହେବାର ସମ୍ଭାବନା ଅଛି। ପଦ ଓ ପ୍ରତିଷ୍ଠା ବୃଦ୍ଧି ପାଇପାରେ। ମିଥୁନ: ଭାଗ୍ୟ ସହଯୋଗ କରିବ। ବୃତ୍ତିଗତ ଲକ୍ଷ୍ୟ…

Read More