Author: TRUPTIMAYEE SAHOO

ରଙ୍ଗର ପର୍ବ ହୋଲି କେବଳ ପରସ୍ପରକୁ ରଙ୍ଗ ଲଗାଇବାର ଉତ୍ସବ ନୁହେଁ, ଏହା ପଛରେ ରହିଛି ହଜାର ହଜାର ବର୍ଷର ଇତିହାସ, ଗଭୀର ପୌରାଣିକ ରହସ୍ୟ ଏବଂ ଆମ ସମାଜର ପରିବର୍ତ୍ତିତ ଚିନ୍ତାଧାରା। କିନ୍ତୁ ଆପଣ ଜାଣିଛନ୍ତି କି, ହୋଲି ପର୍ବ କିପରି ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା? କିପରି ଏହି ପର୍ବ ମାଧ୍ୟମରେ ସାମାଜିକ ପ୍ରଭେଦକୁ ଦୂର କରାଯାଉଥିଲା? ଆଜିର ଏହି ଭିଡିଓରେ ଆମେ ହୋଲିର ପୌରାଣିକ ପକ୍ଷ, ଏହାର ବିଭିନ୍ନ ରୀତିନୀତି ଏବଂ ଭାରତୀୟ ଜାତୀୟତା ସହ ଏହାର ସମ୍ପର୍କ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା। ହୋଲିର ଆରମ୍ଭ ବସନ୍ତ ଋତୁର ଆଗମନ ସହ ଜଡ଼ିତ। ସାରା ବିଶ୍ୱରେ ମାର୍ଚ୍ଚ ମାସରେ ଦିନ ଏବଂ ରାତି ସମାନ ହେବା ସମୟରେ ବିଭିନ୍ନ ସଭ୍ୟତା ନୂତନ ବର୍ଷ ପାଳନ କରନ୍ତି। ପାରସ୍ୟ ଦେଶରେ ‘ନୌରୋଜ୍’ ଏବଂ ଇଜିପ୍ଟରେ ସୂର୍ଯ୍ୟଙ୍କ ଦିଗକୁ ଲକ୍ଷ୍ୟ କରି…

Read More