Author: Ayesha Debnath

 Boiled Peanut: ସିନେମା ହଲ୍ ହେଉ କିମ୍ବା ଯାତ୍ରା ସମୟରେ ଅଧିକାଂଶ ସମୟରେ ଟାଇମ୍ ପାସ୍ ପାଇଁ ଆମେ ସିଝା ବାଦାମ୍ ଖାଇଥାଉ। ଏହି ସିଝା ବାଦାମ୍ ଯେ କେବଳ ଟାଇମ୍ ପାସ୍ ପାଇଁ ଖିଆଯାଏ ତାହା ନୁହଁ ଏଥିରେ ଅନେକ ପ୍ରକାରର ରୋଗ ନାଶକ ତତ୍ତ୍ୱ ମଧ୍ୟ ମିଳିଥାଏ । ୬୦ ଟି ରୋଗକୁ ନାଶ କରିବାରେ ସହାୟକ ହୁଏ ଏହି ସିଝା ବାଦାମ୍ । ଏହା ସତ ଯେ ସିଝା ବାଦାମ୍ ଏକ ସଂପୂର୍ଣ୍ଣ ଆହାରର କାମ କରିଥାଏ । ପୌଷ୍ଟିକ ଆହାରରେ ସମ୍ପୁର୍ଣ୍ଣ ରୁପରେ ଭରପୁର ଥିବା ଏହି ତତ୍ତ୍ୱ ଭାଜି ଖାଇବା ଅପେକ୍ଷା ସିଝାରେ ଖାଇଲେ ଏହାର କ୍ୟାଲୋରୀ ୪ ଗୁଣ ବଢିଯାଇଥାଏ । ଗବେଷକଙ୍କ ମତରେ, ୧୦୦ ଗ୍ରାମ୍ ସିଝା ବାଦାମରେ ୨୮୦ କ୍ୟାଲୋରୀ ଥାଏ । ସିଝା ବାଦାମ୍ ଖାଇବା ଦ୍ୱାରା ଆମ ଶରୀରକୁ ଫୁର୍ତ୍ତି ମିଳିଥାଏ । ଯଦି ଆପଣ ନିଜ…

Read More