Author: Ayesha Debnath

Shoe Bite Remedies : ନୂଆ ଜୋତା ବା ସାଣ୍ଡାଲ୍ ପିନ୍ଧିବା ପରେ ବେଳେବେଳେ ଏମିତି ହୋଇଥାଏ କି ପାଦ କଟି ଯାଇଥାଏ । ଯୋତା ଦ୍ୱାରା ପାଦ କାଟିବା ଦ୍ୱାରା ଚର୍ମ ଛାଡ଼ିଯାଏ । ଅନେକ ଥର ପାଦରୁ ଚର୍ମ ଛାଡ଼ି ଚିହ୍ନ ହୋଇଯାଏ ଏବଂ ସେଥିପାଇଁ ପାଦ ଅସୁନ୍ଦର ଦେଖାଯାଇଥାଏ । ଏହା ଆପଣଙ୍କୁ ଖୁବ୍ ଅସୁବିଧାରେ ପକାଇଥାଏ । ଏହି ଅସୁବିଧାକୁ ଦୂର କରିବା ପାଇଁ କିଛି ଘରୋଇ ଉପଚାର କରିପାରିବେ । ପେଟ୍ରୋଲିୟମ ଜେଲି ଲଗାନ୍ତୁ – କୈାଣସି ନୂଆ ଯୋତା ପିନ୍ଧିବା ପୂର୍ବରୁ ଏହାର କଡ଼ରେ ପେଟ୍ରୋଲିୟମ ଜେଲି ଲଗାନ୍ତୁ । ଯାହାଦ୍ୱାରା ସେହି ସ୍ଥାନ କୋମଳ ହୋଇଥାଏ ଏବଂ ଆଉ ପାଦରେ କଟିିନଥାଏ । ଏଲୋବେରା – ଯଦି ଯୋତାରେ ପାଦ କଟିବା କାରଣରୁ ତ୍ୱଚାରେ ଜ୍ୱଳନ ଆରମ୍ଭ ହୋଇଯାଏ , ଏଥିରେ ଅଲବେରା ରସ ଲଗାଇଦିଅନ୍ତୁ । ବାଦାମ ଓ ଓଲିଭ୍ –…

Read More