Author: Ayesha Debnath

Rudraksha: ହିନ୍ଦୁ ଧର୍ମରେ ରୁଦ୍ରାକ୍ଷକୁ ପବିତ୍ର ବୋଲି ବିବେଚନା କରାଯାଏ । ଭଗବାନ ଶିବଙ୍କ ସହ ରୁଦ୍ରାକ୍ଷର ସମ୍ପର୍କ ଥିବାରୁ ଏହା ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମଧ୍ୟ ଅଟେ । ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ଭଗବାନ ଶିବଙ୍କ ଆଶୀର୍ବାଦ ମିଳିବା ସହ ସମସ୍ତ ଅସୁବିଧାରୁ ରକ୍ଷା ମିଳିଥାଏ। ତେବେ ଏହାକୁ ପିନ୍ଧିବାକୁ ନେଇ ଅନେକ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ରହିଥାଏ । ଆସନ୍ତୁ ଜାଣିବା ରୁଦ୍ରାକ୍ଷ ପିନ୍ଧିବା ସମୟରେ କ’ଣ ଧ୍ୟାନ ରଖିବା ଉଚିତ ଏବଂ କ’ଣ ସତର୍କତା ଅବଲମ୍ବନ କରିବା ଉଚିତ। ରୁଦ୍ରାକ୍ଷ ଏକ ଗଛର ଫଳର ମଞ୍ଜି ଅଟେ । ରୁଦ୍ରାକ୍ଷର ଔଷଧୀୟ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱ ମଧ୍ୟ ରହିଛି । ଏହାକୁ ପିନ୍ଧିବା ଦ୍ୱାରା ଆମ ଜୀବନରେ ବିଶେଷ ଫଳ ମିଳିଥାଏ। ରୁଦ୍ରାକ୍ଷ ଅକାଳ ମୃତ୍ୟୁ ଏବଂ ଶତ୍ରୁ ପ୍ରତିବନ୍ଧକରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ କରାଯାଏ । ସମୁଦାୟ ୧୪ଟି ମୁଖୀ…

Read More