Author: Ayesha Debnath

Bad Breath: ପ୍ରତିଦିନ ସକାଳୁ ଉଠି ଦାନ୍ତଘଷିବା ପରେ ମଧ୍ୟ କିଛି ଲୋକଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଏଥି ପାଇଁ କିଛି ଲୋକ ଅନ୍ୟମାନଙ୍କ ସାମ୍ନାରେ ଠିଆ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ନିଜର ବ୍ୟବହାର କରୁଥିବା ଟୁଥ୍ପେଷ୍ଟକୁ ବଦଳାଇବା ସହ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ ଏ ସବୁ ପରେ ସେମାନଙ୍କର ଏହି ସମସ୍ୟା ଦୂର ହୋଇ ନଥାଏ । ଯଦି ଆପଣଙ୍କର ମଧ୍ୟ ଏଭଳି କିଛି ସମସ୍ୟା ରହିଛି ତେବେ ଚିନ୍ତା କରିବା ଛାଡ଼ି ଏହି ଉପାୟ ଆପଣାନ୍ତୁ । ଆପଲ ସାଇଡ଼ର ଭିନେଗାରକୁ ଆପଣମାନେ ଘରେ ନିହାତି ବ୍ୟବହାର କରୁଥିବେ । ଏହାକୁ ଖାଦ୍ୟ ତିଆରି ପାଇଁ ବ୍ୟବହାର କରାଯାଉଥିବା ବେଳେ ପାଟିରୁ ଦୁର୍ଗନ୍ଧକୁ ଦୂର କରିବା ପାଇଁ ମଧ୍ୟ ଆପଣ ଏହାକୁ ବ୍ୟବହାର କରି ପାରିବେ । ୧/୪କପ ପାଣିରେ ୨ଚାମଚ…

Read More