Boiled Peanut: ସିନେମା ହଲ୍ ହେଉ କିମ୍ବା ଯାତ୍ରା ସମୟରେ ଅଧିକାଂଶ ସମୟରେ ଟାଇମ୍ ପାସ୍ ପାଇଁ ଆମେ ସିଝା ବାଦାମ୍ ଖାଇଥାଉ।
ଏହି ସିଝା ବାଦାମ୍ ଯେ କେବଳ ଟାଇମ୍ ପାସ୍ ପାଇଁ ଖିଆଯାଏ ତାହା ନୁହଁ ଏଥିରେ ଅନେକ ପ୍ରକାରର ରୋଗ ନାଶକ ତତ୍ତ୍ୱ ମଧ୍ୟ ମିଳିଥାଏ । ୬୦ ଟି ରୋଗକୁ ନାଶ କରିବାରେ ସହାୟକ ହୁଏ ଏହି ସିଝା ବାଦାମ୍ । ଏହା ସତ ଯେ ସିଝା ବାଦାମ୍ ଏକ ସଂପୂର୍ଣ୍ଣ ଆହାରର କାମ କରିଥାଏ । ପୌଷ୍ଟିକ ଆହାରରେ ସମ୍ପୁର୍ଣ୍ଣ ରୁପରେ ଭରପୁର ଥିବା ଏହି ତତ୍ତ୍ୱ ଭାଜି ଖାଇବା ଅପେକ୍ଷା ସିଝାରେ ଖାଇଲେ ଏହାର କ୍ୟାଲୋରୀ ୪ ଗୁଣ ବଢିଯାଇଥାଏ ।

ଗବେଷକଙ୍କ ମତରେ, ୧୦୦ ଗ୍ରାମ୍ ସିଝା ବାଦାମରେ ୨୮୦ କ୍ୟାଲୋରୀ ଥାଏ । ସିଝା ବାଦାମ୍ ଖାଇବା ଦ୍ୱାରା ଆମ ଶରୀରକୁ ଫୁର୍ତ୍ତି ମିଳିଥାଏ । ଯଦି ଆପଣ ନିଜ ଓଜନକୁ କମ୍ କରିବାକୁ ଚାହାନ୍ତି ତେବେ ଆହାରରେ ସିଝା ବାଦାମ୍ ନିଶ୍ଚୟ ସାମିଲ କରନ୍ତୁ।
ଏଥିରେ ଅଧିକ ଫାଇବର ମଧ୍ୟ ଥାଏ ଯାହା ଖାଇବା ଦ୍ୱାରା ଖାଦ୍ୟ ମଧ୍ୟ ଜଲଦି ହଜମ ହୋଇଥାଏ ଏବଂ ଏଥିରେ ଅନ୍ତନଳୀ ବି ସଫା ହୋଇଥାଏ । ଏହାସହ ଶରୀରର ମେଟାବଲିଜିମ୍ ମଧ୍ୟ ଭଲ ହୋଇଯାଏ । ଯାହାଦ୍ୱାରା ଶରୀରରେ ଥିବା ଏଳ୍ସଟ୍ରା ଫ୍ୟାଟ୍ ମଧ୍ୟ ଦୂର ହୋଇଥାଏ । ହୃଦୟରୋଗ,ଡାଇବେଟିସ୍ ,କୋଷ୍ଠକାଠିନ୍ୟ,ମୋତିଆବିନ୍ଦୁ ,ଛୋଟ ପିଲାଙ୍କ ମସ୍ତିଷ୍କର ବିକାଶ ମଧ୍ୟ ହୋଇଥାଏ ।
ଏହା ଏଥିପାଇଁ ଯେ ଏଥିରେ ଏମିନୋ ଏସିଡ୍ ଏବଂ ଅତ୍ୟଧିକ ପ୍ରୋଟିନ୍ ମଧ୍ୟ ମହଜୁତ୍ ଥାଏ । ମାଂପପେଶୀକୁ ଟାଣ କରିବା ସହ ବିଭିନ୍ନ ଅଙ୍ଗର ବିକାଶ ମଧ୍ୟ କରିଥାଏ । ଏହା ଶରୀରରେ ଲାଲ୍ ରକ୍ତକଣିକା,ଫୋଲେଟ୍ ଏବଂ ଫୋଲିକ୍ ଏସିଡ୍ ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରିଥାଏ । ସିଝା ବାଦାମ୍ ଜନ୍ମ ଦୋଷକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ କ୍ୟାନସର ଉପସମର ତତ୍ତ୍ୱ ମଧ୍ୟ ମିଳିଥାଏ ।
:max_bytes(150000):strip_icc()/__opt__aboutcom__coeus__resources__content_migration__serious_eats__seriouseats.com__images__2015__08__20150811-boiled-peanuts-vicky-wasik-10-0bbabadd5c44494f8ea283f548a848f6.jpg)
ALSO READ: https://purvapaksa.com/bad-breath-cure-at-home/
ବ୍ରଶ୍ କରିବା ପରେ ମଧ୍ୟ ରହୁଛି କି ମୁଖରୁ ଦୁର୍ଗନ୍ଧ? ଆପଣାନ୍ତୁ ଏହି ଉପାୟ

