Author: Ayesha Debnath

Adult Film: ଇଣ୍ଟରନେଟ୍ ଆମ ଜୀବନକୁ ବହୁତ ସହଜ କରିଦେଇଛି । ଆମେ ଗୁଗଲରେ କିଛି ବଟନ ଦବାଇଥାଉ ଏବଂ ସବୁ ପ୍ରକାର ସୂଚନା ଆମ ସାମ୍ନାରେ ଥାଏ । ତେବେ ଏହାର ଆମ ଜୀବନରେ ଅନେକ ନାକରତ୍ମକ ପ୍ରଭାବ ମଧ୍ୟ ପଡ଼ୁଛି। ବିଶେଷ କରି ଯୁବପିଢ଼ିଙ୍କ ପାଇଁ। ବାସ୍ତବରେ ଇଣ୍ଟରନେଟ୍ ଯୁବପିଢ଼ିଙ୍କ ପାଇଁ ଅମ୍ଳଜାନ ଭଳି ହୋଇଗଲାଣି। ଛୋଟ ଛୋଟ ଆବଶ୍ୟକତା ପାଇଁ ସେମାନଙ୍କୁ ଇଣ୍ଟରନେଟ୍ ବ୍ୟବହାର କରିବାକୁ ପଡ଼ୁଛି। ଏହି ସହଜ ଉପଲବ୍ଧତା ସେମାନଙ୍କୁ ଏପରି ଏକ ଦୁନିଆକୁ ନେଇଯାଇଛି ଯେଉଁଠାରେ ସେମାନେ ସେମାନଙ୍କର ରାତିକୁ ରଙ୍ଗୀନ କରୁଛନ୍ତି । ଆଜିକାଲିର ସମୟରେ ପର୍ଣ୍ଣୋଗ୍ରାଫିର ଚେର ଏତେ ଗଭୀର ହୋଇଗଲାଣି ଯେ ଇଣ୍ଟରନେଟ ମାଧ୍ୟମରେ ଏହା ପ୍ରତ୍ୟେକ ଘରେ ଘରେ ପହଞ୍ଚିଛି । ଏକ ରିପୋର୍ଟ ଅନୁଯାୟୀ, ୧୧ରୁ ୧୬ ବର୍ଷ ବୟସର ୫୩ ପ୍ରତିଶତ ଯୁବକ ଏହାକୁ ଦେଖିବା ପାଇଁ ଆଗ୍ରହୀ ଅଛନ୍ତି । ଭାରତ ମଧ୍ୟ…

Read More