Author: Ayesha Debnath

Sonia-Rahul: ନେସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲା ଭାରତୀୟ ରାଜନୀତିରେ ବଡ଼ ଝଡ଼ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମନି ଲଣ୍ଡରିଂ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ଏହି ମାମଲା କେବଳ ଆଇନଗତ ନୁହେଁ, ବରଂ କଂଗ୍ରେସ ପାର୍ଟି ଓ ଗାନ୍ଧୀ ପରିବାରର ଭାବମୂର୍ତ୍ତି ଉପରେ ଗଭୀର ପ୍ରଭାବ ପକାଇପାରେ । ରାହୁଲ ଓ ସୋନିଆଙ୍କୁ ଏଥିପାଇଁ ଜେଲ ଯିବାକୁ ପଡ଼ିପାରେ ବୋଲି ମଧ୍ୟ ଆଶଙ୍କା ବ୍ୟକ୍ତ କରାଯାଉଛି। ତେବେ ପୁରା ମାମଲା କ’ଣ ? କାହିଁକି ଭରା ସାମ୍ବାଦିକ ସମ୍ମିଳନୀରେ ପି ଚିଦାମ୍ବରମକୁ ପଚାରିବାକୁ ପଡ଼ିଲା ଏଥିରା ଅପରାଧ କ’ଣ ଅଛି ? ଏସବୁ ଉତ୍ତର ଜାଣିବାକୁ ଅତୀତକୁ ଫେରିବାକୁ ପଡ଼ିବ । ନ୍ୟାସନାଲ ହେରାଲ୍ଡର ଜନ୍ମ ଓ ମୃତ୍ୟୁରେ ରହିଛି ଏହାର ଉତ୍ତର । ନେସନାଲ ହେରାଲ୍ଡ ଖବରାକାଗଜ 1938ରେ ଜବାହରଲାଲ ନେହୁରୁ ଆରମ୍ଭ କରିଥିଲେ, ଯାହା ସ୍ୱାଧୀନତା…

Read More