Author: Ayesha Debnath

America: ଧର୍ମାନ୍ତରଣ ସବୁ ଦେଶରେ ଧିରେ ଧିରେ ବଡ଼ ପ୍ରସଙ୍ଗ ପାଲଟିବାରେ ଲାଗିଛି । କାରଠଣ ଗୋଟିଏ ଦେଶର ଧର୍ମୀୟ ଜନସଂଖ୍ୟାର ଅନୁପାତ କମିବା ସହିତ ସେହି ଦେଶରେ ଅନେକ ପରିବର୍ତ୍ତନ ଆସିଥାଏ । ପରିବର୍ତ୍ତନ କେବଳ ରାଜନୈତିକ ନହୋଇ ସାଂସ୍କୃତିକ ଭୌଗଳିକ ମଧ୍ୟ ହୋଇପାରେ । ଭାରତୀୟ ଉପମହାଦେଶର ମ୍ୟାପ୍ ଏହାର ସବୁଠାରୁ ବଡ଼ ଉଦାହରଣ । ତେଣୁ କୁହାଯାଏ ଜଣେ ବ୍ୟକ୍ତିର ଧର୍ମ ପରିବର୍ତ୍ତନ ସହିତ ଗୋଟିଏ ଦେଶର ମ୍ୟାପ୍ ମଧ୍ୟ ବଦଳିଯାଏ । ଜିନ୍ନାଙ୍କ ଜେଜବାପା ଯଦି ହିନ୍ଦୁ ଧର୍ମ ତ୍ୟାଗ କରି ମୁସଲମାନ ହୋଇନଥାନ୍ତେ ତେବେ ପାକିସ୍ତାନର ଜନ୍ମ ସମ୍ଭବତଃ ହୋଇନଥାନ୍ତା । କିମ୍ବା ଆଲମା ଇକବାଲଙ୍କ ଜେଜେ ଯଦି ହିନ୍ଦୁର ମୁସଲମାନ ହୋଇନଥାନ୍ତେ ତେବେ ପାକିସ୍ତାନକୁ ବୈଚାରିକା ପ୍ଲାଟଫର୍ମ ମିଳିନଥାନ୍ତା । ଧର୍ମ ବଦଳିବା ସହିତ ଭୁଗୋଳ କେମିତି ବଦଳେ ତାହାର ବଡ଼ ଉଦାହରଣ ହେଉଛନ୍ତି ଆଫଗାନିସ୍ତାନ,ପାକିସ୍ତାନ ଓ ବାଂଲାଦେଶ । ଗୋଟିଏ ସମୟରେ…

Read More