Author: Ayesha Debnath

Ram: ରାମାୟଣର ସବୁଠାରୁ ନାଟକୀୟ ଅଧ୍ୟାୟ ହେଉଛି ରାମ ଓ ରାବଣଙ୍କ ମଧ୍ୟରେ ହୋଇଥିବା ଭୀଷଣ ଯୁଦ୍ଧ। ରାମ ତାଙ୍କ ବିଶାଳ ବାନର ସେନା ସହ ଲଙ୍କା ପହଞ୍ଚିବା ପରେ ରାବଣଙ୍କ ରାକ୍ଷସ ସେନା ସହ ତୁମୁଳ ସଂଘର୍ଷ ହେଲା। ରାବଣଙ୍କ ସେନାର ସମସ୍ତ ବୀର ଜଣକ ପରେ ଜଣେ ନିହତ ହୋଇଥିଲେ। ଦଶମ ଦିନରେ ରାମ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ରାବଣଙ୍କ ଅମୃତ ଭରା ନାଭିରେ ଆଘାତ କଲେ, ଯାହା ରାବଣ ସମ୍ଭାଳି ପାରିଲେ ନାହିଁ ଓ ସେ ଭୂମିରେ ପଡ଼ିଥିଲେ ।  ରାବଣ କାହିଁକି ରାମଙ୍କ ନାମ ନେଲେ? ଭୁଲୁଣ୍ଠିତ ହେବା ପରେ ରାବଣ ଧୀରେ ଧୀରେ ପ୍ରାଣ ତ୍ୟାଗ କଲେ। ଆଶ୍ଚର୍ଯ୍ୟର କଥା, ଜୀବନ ସାରା ରାମଙ୍କୁ ବିରୋଧ କରିଥିବା ରାବଣ ମୃତ୍ୟୁ ସମୟରେ ତିନିଥର ରାମଙ୍କ ନାମ ଉଚ୍ଚାରଣ କରିଥିଲେ। ରାବଣ ଜଣେ ମହାନ ଶିବଭକ୍ତ ଥିଲେ, କିନ୍ତୁ ତାଙ୍କର ଅହଂକାର ଓ ଅଶାସ୍ତ୍ରୀୟ ଭକ୍ତି…

Read More