Author: Ayesha Debnath

ଖ୍ରୀଷ୍ଟିଆନ ସମୁଦାୟର ସର୍ବୋଚ୍ଚ ଧର୍ମଗୁରୁ, ୮୮ ବର୍ଷୀୟ ପୋପ୍ ଫ୍ରାନ୍ସିସଙ୍କ ମୃତ୍ୟୁ ସାରା ବିଶ୍ୱରେ ଶୋକର ଛାୟା ଖେଳାଇଛି। ଦୀର୍ଘ ଦିନ ଧରି ଡବଲ ନିମୋନିଆ ଓ କିଡନୀ ସମସ୍ୟାରେ ପୀଡ଼ିତ ଥିବା ପୋପ୍ ରୋମର ଜେମେଲି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ସହ ଆରମ୍ଭ ହୋଇଛି ନୂଆ ପୋପ୍ ନିର୍ବାଚନର ଏକ ଐତିହାସିକ ପ୍ରକ୍ରିୟା । ପୋପ୍ ଫ୍ରାନ୍ସିସ, ୨୦୧୩ ମସିହାରେ ଲାଟିନ ଆମେରିକାରୁ ପ୍ରଥମ ପୋପ୍ ଭାବେ ନିର୍ବାଚିତ ହୋଇଥିଲେ, ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମସ୍ୟାରେ ଜର୍ଜରିତ ଥିଲେ। ଡବଲ ନିମୋନିଆ ଓ କିଡନୀ ବିଫଳତା ସହ ସେ ଲଗାତାର ଅକ୍ସିଜେନ ସପୋର୍ଟ ଓ ରକ୍ତ ସଞ୍ଚାରଣରେ ଥିଲେ। ତାଙ୍କ ମୃତ୍ୟୁ ପରେ ଭାଟିକାନରେ ଶୋକର ପରିବେଶ ଖେଳିଯାଇଛି। ଏବେ ସମସ୍ତଙ୍କ ନଜର ରହିଛି ନୂଆ ପୋପ୍ ନିର୍ବାଚନ ପ୍ରକ୍ରିୟା ଉପରେ।” – ପୋପ୍ ଫ୍ରାନ୍ସିସ: ୧୭ ଡିସେମ୍ବର ୧୯୩୬ – ୨୧ ଏପ୍ରିଲ ୨୦୨୫…

Read More