Author: Ayesha Debnath

Skipping Breakfast: ଅଧିକାଂଶ ସମୟରେ ସକାଳେ କାମକୁ ଯିବାରେ ବିଳମ୍ବ ନ ହେବା ପାଇଁ ଲୋକମାନେ ଜଳଖିଆ ଛାଡ଼ି ଦିଅନ୍ତି । ସାଧାରଣତଃ ଆମେ ବିଶ୍ୱାସ କରିଥାଉ ଯେ ଜଳଖିଆ ଛାଡ଼ିବା ଦ୍ୱାରା ବିଶେଷ କ୍ଷତି ହୋଇନଥାଏ ଏବଂ ଯଦି ଏହା ହୁଏ ତେବେ ମଧ୍ୟାହ୍ନ ଭୋଜନରେ ଟିକେ ଅଧିକ ଖାଇ ଆମେ ଏହି ଅଭାବକୁ ଦୂର କରିପାରିବା । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ ଏହା ହୁଏ ନାହିଁ । ଜଳଖିଆ ଛାଡ଼ିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏପରି ଗଭୀର ପ୍ରଭାବ ପକାଇଥାଏ, ଯାହା ହୁଏତ ଆପଣ କଳ୍ପନା କରିନଥିବେ । ଜଳଖିଆ ନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ଅଟେ । ଆସନ୍ତୁ ଜାଣିବା, ଜଳଖିଆ ନ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟର କ’ଣ କ୍ଷତି ହୋଇପାରେ। ଜଳଖିଆ ହେଉଛି ଆପଣଙ୍କ ଦିନର ପ୍ରଥମ ଭୋଜନ । ଏହି ସମୟରେ ଆପଣଙ୍କ ଶରୀର ରାତିସାରା ଉପବାସ କରିବା…

Read More