Author: Ayesha Debnath

Bhutta: ରାସ୍ତା କଡ଼ରେ ବିକ୍ରି ହେଉଥିବା ମକା ପ୍ରାୟ ସମସ୍ତଙ୍କୁ ବହୁତ ପସନ୍ଦ । ମକାର ଗନ୍ଧ ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମକାକୁ ପୋଷକ ତତ୍ତ୍ୱର ଭଣ୍ଡାର ବୋଲି ବିବେଚନା କରାଯାଏ । ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିଲେ ମଧ୍ୟ କ’ଣ ଆପଣ ଜାଣନ୍ତି କି ରାସ୍ତାକଡ଼ରେ ମକା ଖାଇବା ଦ୍ୱାରା ଆପଣଙ୍କୁ ଫାଇଦା ମିଳିନଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି ଆମେ ଆପଣଙ୍କୁ ଏହାର କିଛି କାରଣ କହିବାକୁ ଯାଉଛୁ କାହିଁକି ଆପଣଙ୍କୁ ରାସ୍ତା କଡ଼ରେ ମିଳୁଥିବା ମକା ଖାଇବା ଉଚିତ ନୁହେଁ । ରାସ୍ତାକଡ଼ରେ ମିଳୁଥିବା ମକାରେ ମାଛି ବସୁଥିବାରୁ ସେଥିରେ ବିଭିନ୍ନ ପ୍ରକାରର ବ୍ୟକ୍ଟେରିଆ ରହିଯାଇଥାଏ । ଯଦି ଆପଣ ସେହି ବ୍ୟାକ୍ଟେରିଆ ବସିଥିବା ମକାକୁ ଖାଉଛନ୍ତି ତେବେ ଆପଣଙ୍କ ଶରୀରରେ ଅନେକ ରୋଗ ସୃଷ୍ଟି ହେବାର ଆଶଙ୍କା ବଢ଼ି ଯାଇଥାଏ…

Read More