Author: Ayesha Debnath

UPSC: ପ୍ରକାଶ ପାଇଲା ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ରେଜଲ୍ଟ-୨୦୨୪ । ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ହର୍ଷିତା ଗୋୟଲ ରହିଛନ୍ତି । ସେହିପରି ଡୋଙ୍ଗ୍‌ରେ ଅର୍ଚିତ ପରାଗ ୩ୟ ସ୍ଥାନରେ ଥିବା ବେଳେ ଶାହ ମାର୍ଗି ଚିରାଗ ୪ର୍ଥ ସ୍ଥାନରେ ରହିଛନ୍ତି। ଆକାଶ ଗର୍ଗ ପଞ୍ଚମ, କୋମଲ କୁନିଆ ଷଷ୍ଠ, ଆୟୁଶି ବଂଶଲ ୭ମରେ ରହିଛନ୍ତି । ସେହିପରି ରାଜ କ୍ରିଷ୍ଣା ଝା ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଆଦିତ୍ୟ ବିକ୍ରମ ଅଗ୍ରୱାଲ ୯ମ ଓ ମୟଙ୍କ ତ୍ରିପାଠୀ ଦଶମ ସ୍ଥାନରେ ରହିଛନ୍ତି । ଓଡ଼ିଶାର ଋତିକା ରଥ ଅଲ ଇଣ୍ଡିଆ ରାଙ୍କ 48ରେ ସ୍ଥାନ ପକ୍କା କରିଥିବା ବେଳେ 95ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, 96ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ, 164ତମ ସ୍ଥାନରେ ଦୀପ୍ତି ରଂଜନ ପତି, 175ତମ ସ୍ଥାନରେ ରଶ୍ମୀ ପ୍ରଧାନ, 193ତମ ସ୍ଥାନରେ ନୀଳମାଧବ ପ୍ରଧାନ, 198ତମ ସ୍ଥାନରେ ଆଶୁତୋଷ ମିଶ୍ର,…

Read More