Author: Ayesha Debnath

Shani Dhaiya 2025: ନୂଆ ବର୍ଷ ଆରମ୍ଭ ହୋଇଛି। ଚଳିତ ବର୍ଷ ଶନି ୨ ଟି ରାଶିର ଲୋକଙ୍କୁ ଆଶ୍ୱସ୍ତି ଦେବେ ନାହିଁ । କାରଣ ମାର୍ଚ୍ଚ ୨୯ରେ ଶନି ମୀନ ରାଶିରେ ଗୋଚର କରିବେ, ଯାହା ପରେ ଏହି ରାଶିଉପରେ ଶନିଙ୍କ ଆରମ୍ଭ ହେବ ଦଶା। ଗ୍ରହ ପରିବହନ ଦୃଷ୍ଟିକୋଣରୁ ୨୦୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଚଳିତ ବର୍ଷ ନ୍ୟାୟ ଓ କର୍ମର ଦେବତା ଶନି ଗୋଚର କରିବେ। ଜ୍ୟୋତିଷ ଅନୀଶ ବ୍ୟାସଙ୍କ କହିବା ଅନୁଯାୟୀ, ନ୍ୟାୟର ଦେବତା ଶନି ମହାରାଜ ୨୦୨୫ ମାର୍ଚ୍ଚ ୨୯ ତାରିଖରେ କୁମ୍ଭ ରାଶି ଛାଡ଼ି ରାତି ୧୧ଟା ୧ମିନିଟରେ ମୀନ ରାଶିରେ ପ୍ରବେଶ କରିବେ। ମୀନ ରାଶିରେ ଶନିଙ୍କ ଆଗମନ ହେବା ମାତ୍ରେ ଦୁଇଟି ରାଶିରେ ଶନିଦଶା ଆରମ୍ଭ କରିବେ। ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ । ମୀନ ରାଶିରେ ଶନିଙ୍କ ଆଗମନ ପରେ ସିଂହ ରାଶିର…

Read More