Author: Ayesha Debnath

Garuda Purana: ଗରୁଣ ପୁରାଣରେ ମୃତ୍ୟୁ ଓ ଆତ୍ମା ସହ ଜଡ଼ିତ ଅନେକ ରହସ୍ୟ ରହିଛି । ଗରୁଡ଼ ପୁରାଣ ଅନୁସାରେ ଶରୀରର ୯ଟି ଦ୍ୱାର ରହିଛି ଏବଂ ମୃତ୍ୟୁ ସମୟରେ ଶରୀରର ଏହି ନଅଟି ଦ୍ୱାର ମଧ୍ୟରୁ ଗୋଟିଏ ଦ୍ୱାରରୁ ଆତ୍ମା ବାହାରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ଶରୀରର କେଉଁ ଅଙ୍ଗରୁ ଆତ୍ମା ବାହାରିଥାଏ? ଗରୁଡ଼ ପୁରାଣରେ କୁହାଯାଇଛି ଯେ, କର୍ମ ଅନୁସାରେ ବ୍ୟକ୍ତିର ଜୀବନ ମଧ୍ୟ ବିଭିନ୍ନ ଅଙ୍ଗରୁ ବାହାରିଥାଏ । ଜାଣନ୍ତୁ କେମିତି । ଶରୀରର କେଉଁ ଅଙ୍ଗରୁ ପ୍ରାଣ ବାହାରିବ ତାହା କିପରି ସ୍ଥିର କରାଯାଏ? ଶରୀରର କେଉଁ ଦ୍ୱାରରୁ ମଣିଷର ଆତ୍ମା ବାହାରିଥାଏ, ତାହା ସେହି ବ୍ୟକ୍ତିର ପ୍ରକୃତି ଓ କର୍ମ ଅନୁସାରେ ସ୍ଥିର ହୋଇଥାଏ । ଉଦାହରଣ ସ୍ୱରୂପ, ଯେତେବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ, ଅନେକ ସମୟରେ ତାଙ୍କ ପାଟି କିମ୍ବା ଆଖି ଖୋଲା ରହେ, ଏହାର କାରଣ ହେଉଛି…

Read More