Author: Ayesha Debnath

Shraddha Kapoor: ସ୍ତ୍ରୀ-୨ ଫେମ୍ ଶ୍ରଦ୍ଧା କପୁରଙ୍କର ସୋସିଆଲ ମିଡ଼ିଆରେ ବହୁତ ପ୍ରଶଂସକ ଅଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ବିଷୟରେ ଅପଡେଟ୍ କରନ୍ତି । ନିକଟରେ ଅଭିନେତ୍ରୀ ନିଜର ନୂଆ ହେୟାର ଷ୍ଟାଇଲର ଝଲକ ଦେଖାଇଛନ୍ତି । ଅଭିନେତ୍ରୀ ଏକ ନୂଆ ହେୟାର ଷ୍ଟାଇଲ କରିଛନ୍ତି । ଯାହା ତାଙ୍କ ସୁନ୍ଦରତାକୁ ଆହୁରି ବଢ଼େଇ ଦେଇଛି । ଫଟୋ ସେୟାର କଲେ ଶ୍ରଦ୍ଧା କପୁର ଶ୍ରଦ୍ଧା ଇନଷ୍ଟାଗ୍ରାମରେ ନିଜର ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଶ୍ରଦ୍ଧା ହେୟାର ଷ୍ଟାଇଲ କରିବା ପରେ ସେଲୁନ୍ ରେ ମିରର ସେଲ୍ଫି ନେଉଥିବା ବେଳେ ଦ୍ୱିତୀୟ ଫଟୋରେ ସେ ଲିଫ୍ଟରେ ସେଲ୍ଫି ନେଉଥିବାର ଦେଖିବାକୁ ମିଳିଛି। ଫଟୋରେ ଅଭିନେତ୍ରୀ ଡେନିମ ସାର୍ଟ ସହ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଅଭିନେତ୍ରୀ ତାଙ୍କ ନୂଆ ଲୁକ୍ ର ଫଟୋରେ ହସୁଥିବାର ଦେଖିବାକୁ ମିଳିଥିଲା।…

Read More