Author: Ayesha Debnath

Ritika Ratha: ଆଜି ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪ । ଯେଉଁଥିରେ ଭାରତର ଭିନ୍ନ ଭିନ୍ନ ସ୍ଥାନର ପିଲାମାନେ ନିଜର ଜିଲ୍ଲା ବା ଗାଁର ନାମକୁ ଗର୍ବିତ କରିଛନ୍ତି, ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶା କିପରି ପଛରେ ରହିବ। ଓଡ଼ିଶାର ଋତିକା ରଥ ଅଲ ଇଣ୍ଡିଆ ରାଙ୍କ 48ରେ ସ୍ଥାନ ପକ୍କା କରିଥିବା ବେଳେ 95ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, 96ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ, 164ତମ ସ୍ଥାନରେ ଦୀପ୍ତି ରଂଜନ ପତି, 175ତମ ସ୍ଥାନରେ ରଶ୍ମୀ ପ୍ରଧାନ, 193ତମ ସ୍ଥାନରେ ନୀଳମାଧବ ପ୍ରଧାନ, 198ତମ ସ୍ଥାନରେ ଆଶୁତୋଷ ମିଶ୍ର, 428ତମ ସ୍ଥାନରେ ଧ୍ରୁତିରାଜ ମିଶ୍ର, 443ତମ ସ୍ଥାନରେ ଅଙ୍କିତା ରଥ, 535ତମ ସ୍ଥାନରେ କୌଶିକ ମିଶ୍ର, 568ତମ ସ୍ଥାନରେ ସିମରନ ସାହୁ, 840ତମ ସ୍ଥାନରେ ଋଷିତା ଦାସ, 971ତମ ସ୍ଥାନରେ ଗୋପୀନାଥ ସାହୁ, 987ତମ ସ୍ଥାନରେ ଆଦିତ୍ୟ ବେହେରା ଓ 994ତମ ସ୍ଥାନରେ ରହିଛନ୍ତି ଅନ୍ନପୂର୍ଣ୍ଣା ପ୍ରଧାନ। ତେବେ ଇଣ୍ଡିଆ…

Read More