Author: Ayesha Debnath

Metabolism: ମେଟାବୋଲିଜିମକୁ ସ୍ୱାସ୍ଥ୍ୟର ରାଜା କୁହାଯାଏ । ଏହା ଶରୀରକୁ ଶକ୍ତି ଦେବାପାଇଁ କାମ କରିଥାଏ। ମେଟାବୋଲିଜିମ୍ ସ୍ତର ଯେତେ ଭଲ ହେବ, ଆପଣ ସେତେ ଅଧିକ ସକ୍ରିୟ ଓ ଶକ୍ତିଶାଳୀ ହେବେ। ଦୁର୍ବଳ ମେଟାବୋଲିଜିମ୍ କାରଣରୁ ଥକାପଣ, ମୋଟାପଣ, ଉଚ୍ଚ କୋଲେଷ୍ଟ୍ରଲ ଭଳି ଅନେକ ଗମ୍ଭୀର ସମସ୍ୟା ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ ଖାଦ୍ୟ ମେଟାବୋଲିଜିମ୍ ବଢ଼ାଇବା ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଭିଜାଇ ଥିବା ବାଦାମ ବାଦାମ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏଥିରେ ମ୍ୟାଗ୍ନେସିୟମ୍ ରହିଥାଏ, ଯାହା ମେଟାବୋଲିଜିମ୍ କୁ ବଢ଼ାଇଥାଏ। ଏଥିପାଇଁ ଆପଣ ଭିଜା ବାଦାମ ସହିତ ସକାଳ ଆରମ୍ଭ କରିପାରିବେ । ଯଦି ଆପଣଙ୍କ ମେଟାବୋଲିଜିମ୍ ହାର ଅଧିକ ଥାଏ, ତେବେ କ୍ୟାଲୋରୀ ଶୀଘ୍ର ଜଳିଯାଏ, ଯାହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ । ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଜଳଖିଆ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୋଜନ । ଓଜନ କମାଇବା…

Read More