Author: Ayesha Debnath

ukraine: ଗତ ତିନି ବର୍ଷ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ହୋଇଥିବା ଫୋନ୍ କଲ୍ ଅସ୍ଥାୟୀ ଅସ୍ତ୍ରବିରତି ସୃଷ୍ଟି କରିଛି। କିନ୍ତୁ ଋଷ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ଫୋନ୍ କଲ୍ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ବାଧ୍ୟ କରିଛନ୍ତି। ଟ୍ରମ୍ପ ୟୁକ୍ରେନରେ ଅସ୍ତ୍ରବିରତି ଲାଗୁ କରିବାରେ ସଫଳ ହୋଇଛନ୍ତି, ଯାହା କି ତାଙ୍କର ଗୋଟିଏ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଥିଲା । ଯେଉଁଥିପାଇଁ ସାଉଦି ଆରବରେ ଥିବା ରୁଷୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଆମେରିକୀୟ ଅଧିକାରୀ । ଏହି ଯୁଦ୍ଧବିରତି ପାଇଁ ଟ୍ରମ୍ପ ନିଜ ଆଡ଼ୁ ଋଷ ରାଷ୍ଟ୍ରପତିଙ୍କୁ ଫୋନ୍ ଲଗାଇଥିଲା । ଫୋନରେ ଅଧିକ ଆଲୋଚନା କରିବା ଥିଲା ଉଦ୍ଦେଶ୍ୟ । କିନ୍ତୁ ପୁତିନ ଫୋନ୍ କଲକୁ ନେଇ କୌଣସି ଆଗ୍ରହ ଦେଖାଇନଥିଲେ ଏବଂ ଆମେରିକା ରାଷ୍ଟ୍ରପତିଙ୍କୁ ପ୍ରାୟ ଏକ…

Read More