Author: Ayesha Debnath

Sikandar: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ସିକନ୍ଦର’ ଇଦ୍ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମର ରିଲିଜ ଡେଟ କୁ ନେଇ ପ୍ରଯୋଜକ ମାନେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି । ଜାଣନ୍ତୁ କେଉଁ ଦିନ ରିଲିଜ୍ ହେଉଛି ଫିଲ୍ମ ? ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ସିକନ୍ଦର’କୁ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଫିଲ୍ମଟି ଇଦ୍ ଦିନ ବଡ ପରଦାରେ ରିଲିଜ ହେବାକୁ ଯାଉଛି, କିନ୍ତୁ ଏହାର ସଠିକ ତାରିଖ କୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । ଫିଲ୍ମର ତାରିଖକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଛି । ଏହି ଫିଲ୍ମ ଶୁକ୍ରବାର କିମ୍ବା ଶନିବାର ନୁହେଁ ବରଂ ଏହି ଦିନ ରିଲିଜ ହେବ । ରିଲିଜ୍ ତାରିଖ ପାଇଁ ଆମ ସହିତ ରୁହନ୍ତୁ .. ଏହି ଦିନ ଫିଲ୍ମ ରିଲିଜ…

Read More