Author: Ayesha Debnath

language: ପୃଥିବୀରେ ଏମିତି କୌଣସି ଭାଷା ନାହିଁ ଯେଉଁଥିରେ ‘ଗାଳି’ ପାଇଁ ବ୍ୟବହୃତ ହେଉଥିବା ଶବ୍ଦର ଅଭାବ ରହିଛି । ପ୍ରତ୍ୟେକ ଭାଷା ସମୟ କ୍ରମେ କିଛି ନା କିଛି ଅପମାନଜନକ କିମ୍ବା ଅଶ୍ଳୀଳ ଶବ୍ଦଭଣ୍ଡାର ବିକଶିତ କରିଛି । କେତେକ ଭାଷାରେ ଏଭଳି ବହୁତ ଅଶ୍ଲୀଳ ଶବ୍ଦ ଥାଏ, ଯେଉଁଥିରେ ମା’ଭଉଣୀଙ୍କ ପ୍ରତି ଅପମାନଜନକ ଶବ୍ଦ ରହିଛି । ଅବଶ୍ୟ କିଛି ଭାଷାରେ ଅଶ୍ଲୀଳ ଶବ୍ଦ କମ୍ ଥାଏ । କିନ୍ତୁ ଇଂରାଜୀଠାରୁ ଆରମ୍ଭ କରି ଇଟାଲିଆନ, ସ୍ପାନିଶ ସବୁ ଭାଷାରେ ଭରପୁର ଅଶ୍ଲୀଳ ଶବ୍ଦ ରହିଛି । ଓଡ଼ିଆ ଭଳି ଭାରତୀୟ ଭାଷାରେ ମଧ୍ୟ ଏଭଳି ଶବ୍ଦର ଅଭାବ ନାହିଁ,ଯେଉଁଥିରେ ମହିଳାମାନଙ୍କୁ ସମ୍ବୋଧନ କରି ଅଶ୍ଲୀଳ ଶବ୍ଦ ରହିଛି । ଏଭଳି ସ୍ଥିତିରେ ଯଦି ଆପଣଙ୍କୁ କେହି ପଚାରନ୍ତି ଯେ, ପୃଥିବୀର ଏମିତି ଗୋଟିଏ ଭାଷାର ନାମ କୁହନ୍ତୁ,ଯେଉଁଥିରେ ଅଶ୍ଲୀଳ ଶବ୍ଦ ଆଦୌ ନାହିଁ ? ତେବେ ଆପଣଙ୍କ…

Read More