Author: Ayesha Debnath

Sridevi biopic: ଶ୍ରୀଦେବୀ ହେଉଛନ୍ତି ସବୁଠାରୁ ଶ୍ରଦ୍ଧାଜନକ ଭାରତୀୟ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଯାହାଙ୍କର ସ୍ଥାୟୀ ପ୍ରଭାବ ରହିଛି । ଫେବ୍ରୁଆରି ୨୪, ୨୦୧୮ରେ ତାଙ୍କ ଦେହାନ୍ତ ପରେ ଅଭିନେତ୍ରୀଙ୍କ ବାୟୋପିକ୍ କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଦିବଂଗତ ଅଭିନେତ୍ରୀଙ୍କ ସ୍ୱାମୀ ତଥା ପ୍ରଯୋଜକ ବୋନି କପୁର ବାରମ୍ବାର କହି ଆସୁଛନ୍ତି ଯେ ସେ ତାଙ୍କ ସ୍ବର୍ଗତ ପତ୍ନୀଙ୍କ ବାୟୋପିକ୍ ତିଆରି କରିବା ପାଇଁ ଚାହୁଁନାହାନ୍ତି। ନିକଟରେ ମଧ୍ୟ ଆଇଫା ୨୦୨୫ରେ କପୁର ନିଶ୍ଚିତ କରିଥିଲେ ଯେ ତାଙ୍କର ବାୟୋପିକ୍ ନିର୍ମାଣ କରିବାର କୌଣସି ଯୋଜନା ନାହିଁ ଏବଂ ତାଙ୍କ ପତ୍ନୀଙ୍କ ଜୀବନ ଗୋପନୀୟ ରହିବା ଉଚିତ । ଚର୍ଚ୍ଚା ଭିତରେ ନିକଟରେ ଅଭିନେତ୍ରୀ ତମନ୍ନା ଭାଟିଆ ଏହି ଆଇକନିକ୍ ଅଭିନେତ୍ରୀଙ୍କୁ ବଡ଼ ପରଦାରେ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଶ୍ରୀଦେବୀଙ୍କ ଚରିତ୍ରରେ ଅଭିନୟ କରିବାକୁ ‘ପସନ୍ଦ’ କରିବେ ତମନ୍ନା ନିକଟରେ ଏକ ସାକ୍ଷାତକାରରେ ତମନ୍ନା ଶ୍ରୀଦେବୀଙ୍କ…

Read More