Author: Ayesha Debnath

Plants: ସାଧାରଣତଃ ସମସ୍ତେ ନିଜ ଘରେ କମ ଅଧିକ ଗଛ ଲଗେଇ ଥାନ୍ତି । ଗଛ ଲଗେଇବା ଦ୍ୱାରା କେବଳ ଆମକୁ ଫଳ ବା ଶାଗ ମିଳି ନଥାଏ ବରଂ ଅନେକ ଶାନ୍ତି ମଧ୍ୟ ମିଳିଥାଏ । ସେଥିପାଇଁ ଲୋକମାନଙ୍କ ପାଖରେ ଖୁବ କାମ ଜାଗା ଥିଲେ ମଧ୍ୟ ସେଠାରେ ଗଛ ଲଗେଇ ଗଛର ଯତ୍ନ ନେଇ ଥାନ୍ତି । ଗଛକୁ ମଧ୍ୟ ଛୋଟ ପିଲା ପରି ଯତ୍ନ ଦରକାର ହୋଇଥାଏ । ସାର, ପାଣି, ସୂର୍ଯ୍ୟକିରଣ ସହ ଭଲପାଇବା ଦେଇ ତାକୁ ବଢେଇବାକୁ ପଡିଥାଏ । ହେଲେ ବେଳେବେଳେ ଅନେକ ଯତ୍ନ ନେବାପରେ ମଧ୍ୟ ଗଛ ଠିକ ଭାବରେ ବଢ଼ି ନଥାଏ । ଆଜି ଆମେ ଏହି ବିଷୟରେ ବିସ୍ତୃତ ଭାବରେ ଜାଣିବା…. ଗଛର ଆକାର ଓ ପ୍ରକାର ସେମାନଙ୍କ ବୃଦ୍ଧି ଉପରେ ନିର୍ଭର କରିଥାଏ । ଗୋଟିଏ ଗଛଠିକ୍ ଭାବରେ ବଢିବା ପାଇଁ ସଠିକ ପରିମାଣରେ ମାଟି, ସୂର୍ଯ୍ୟକିରଣ,…

Read More