Author: Ayesha Debnath

Bangladesh Legalizes Prostitution: ଦେହବ୍ୟବସାୟକୁ ବିଶ୍ୱର ସବୁଠାରୁ ପୁରୁଣା ପେଶା ବୋଲି କୁହାଯାଏ। ଏହା ଏପରି ଏକ ପେଶା ଯାହାର ଅନ୍ତ କେବେ ହୋଇପାରିବ ନାହିଁ। ଟଙ୍କା ବଦଳରେ ଶାରୀରିକ ସମ୍ପର୍କ ରଖିବାର ବ୍ୟବସାୟକୁ ଦେହ ବ୍ୟାପାର ବା ବେଶ୍ୟାବୃତ୍ତି କୁହାଯାଏ। ଦେହ ବ୍ୟାପାରକୁ ଅନୈତିକ କାମ ବୋଲି ଗଣାଯାଏ। ଦେହବ୍ୟବସାୟ ପେସା ବାବଦରେ ଅନେକ ସବୁ ନକାରାତ୍ମକ କଥା ଶୁଣିବାକୁ ମିଳେ। କେବେ ବଳପୂର୍ବକ ଦେହବ୍ୟବସାୟ କରିବାର ଖବର ହେଉ କିମ୍ବା ମାଫିଆ ଦ୍ୱାରା ହ୍ୟୁମେନ୍ ଟ୍ରାଫିକିଂ ହେଉ। ଦେହ ବ୍ୟବସାୟରେ ଥିବା ଯୁବତୀ, ମହିଳାଙ୍କୁ ଶାରୀରିକ ଶୋଷଣର ସାମ୍ନା କରିବାକୁ ପଡ଼େ। ସେମାନଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ କାମ କରିବାକୁ ବାଧ୍ୟ କରାଯାଏ। ଦେହ ବ୍ୟାପାର ସହ ଜଡ଼ିତ ଅପରାଧ ପାଇଁ ଅଧିକାଂଶ ଦେଶର ଆଇନରେ କଡ଼ା ଦଣ୍ଡର ବ୍ୟବସ୍ଥା ରହିଛି। କିଛି ଦେଶରେ ଏହା ବେଆଇନ ଅଟେ, ଆଉ କିଛି ଦେଶରେ ଏହାକୁ ଆଇନଗତ ମାନ୍ୟତା ମିଳିଛି।…

Read More