Author: Ayesha Debnath

Vastu Tips for Home: ଯୁଗ ଯୁଗାନ୍ତରରୁ ଟଙ୍କା ପଇସା ପ୍ରତି ସମସ୍ତଙ୍କ ଲୋଭ ରହି ଆସିଛି । ଭଲ ଲାଇଫ ଷ୍ଟାଇଲ ମେନଣ୍ଟେନ କରିବାକୁ କିଏ ନା ଚାହେଁ । ଆମେ ସମସ୍ତେ ଅଧିକ ଅର୍ଥ ପାଇବାକୁ ଇଚ୍ଛା କରୁ, ଯାହାଦ୍ୱାରା ଆମର ସ୍ଥିତି ବଦଳି ଯାଇଥାଏ ଏବଂ ଆମର ଇଚ୍ଛା ପୂରଣ ହୋଇଥାଏ । ଏଥିପାଇଁ ଲୋକମାନେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରନ୍ତି । ଆଜି ଏହି ପଦକ୍ଷେପଗୁଡିକ ବିଷୟରେ ବିସ୍ତୃତ ଭାବରେ ଜାଣିବା । ଯଦି ଆପଣ ମଧ୍ୟ ଆପଣଙ୍କ ଘରେ ଧନ ବୃଦ୍ଧି କରିବାକୁ ଚାହାଁନ୍ତି, ତେବେ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଆପଣ ମୟୂର ପଙ୍ଖ ବା ପୁଚ୍ଛକୁ ସଠିକ୍ ଦିଗରେ ରଖିପାରିବେ। ବାସ୍ତବରେ, ଏହି ପ୍ରତିକାର ଦ୍ୱାରା ଆପଣ ଆର୍ଥିକ ଲାଭ ସହିତ ସୁଖ, ସମୃଦ୍ଧତା ଏବଂ ଖ୍ୟାତି ପାଇବେ। ସମସ୍ତେ ନିଜ ଘରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ଚାହିଁଥାନ୍ତି। ବାସ୍ତୁ ସାସ୍ତ୍ରକୁ…

Read More