Author: Ayesha Debnath

Tossing Coin In River: ନଦୀରେ ପଇସା ବା ମୁଦ୍ରା ପକେଇବାର ପ୍ରଚଳନ ବହୁତ ସମୟରୁ ଚାଲି ଆସିଛି । ଲୋକେ ଏହାକୁ ଶୁଭ ମାନିଥାନ୍ତି ଏବଂ ସେମାନଙ୍କର ମନୋକାମନା ସଂପୂର୍ଣ୍ଣ ହେବ ବୋଲି ଆଶା କରିଥାନ୍ତି । ଲୋକଙ୍କର ଧାର୍ମିକ ମାନ୍ୟତା ରହିଛି ଯେ, ପବିତ୍ର ନଦୀରେ ପଇସା ବା ମୁଦ୍ରା ଦେଇ ପୂଜା କରିଲେ ଦେବୀ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହି ପାରମ୍ପରିକା ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ଅଛି, ଯାହାକୁ ସମୟ ସହ ସ୍ମୃତିରୁ ଲିଭି ଯାଇଛି ଏବଂ ଧାର୍ମିକ ଦୃଷ୍ଟିରୁ କେବଳ ଏହାକୁ ଦେଖିଯାଉଛି। TOIଙ୍କର ରିପୋର୍ଟ ଅନୁସାରେ, ଏବେ ଏହାର ପଛର ଗବେଷଣାତ୍ମକ ଇତିହାସକୁ ଦେଖିଲେ, ପ୍ରାଚୀନ କାଳରେ ଯେଉଁ ମୁଦ୍ରାର ପ୍ରଚଳନ ଥିଲା ତାହା ସାଧାରଣତଃ ତମ୍ବାରେ ତିଆରି ହୋଇଥିଲା । ତମ୍ବା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାକାରି ହୋଇଥାଏ । ଏହା ପାଣିକୁ ଶୁଦ୍ଧ କରିବା ପାଇଁ ବ୍ୟବହାର…

Read More