Author: Ayesha Debnath

Shani Sadesati Upay: ଶନିବାର ଦିନକୁ ନ୍ୟାୟର ଦେବତା ଶନିଦେବକୁ ସମର୍ପିତ ହୁଏ। ଶନିବାର ଦିନ ଶନିଦେବକୁ ପ୍ରସନ୍ନ କରିବା ପାଇଁ ବେଶ କିଛି ଉପାୟ କରାଯାଏ। ଅନେକ ଲୋକ ଏହି ଦିନ ବ୍ରତ ରଖନ୍ତି, ତେବେ କେତେକ ଲୋକ ଜ୍ୟୋତିଷ ଅନୁଯାୟୀ ଉପାୟ କରନ୍ତି। ଯାହା ଦ୍ୱାରା ଶନିଦେବଙ୍କର କୃପା ମିଳିବ ସହ ସାଢେସାତୀ ବା ଶନିଦଶାରୁ ମୁକ୍ତି ମିଳିଥାଏ। ମାନ୍ୟତା ଅନୁଯାୟୀ, ଶନିଙ୍କର ସାଡ଼େସାତୀ ପୀଡିତ ଲୋକଙ୍କ ପାଇଁ ଶନିବାର ଦିନ କିଛି ବିଶେଷ ଉପାୟ କୁହାଯାଏ। ଯାହାକୁ କରିବାରେ ସେମାନେ ସାଡ଼େସାତୀ ଓ ଶନିଦଶାରୁ ମିଳୁଥିବା କଷ୍ଟରୁ ମୁକ୍ତି ପାଇଥାନ୍ତି ଓ ତାଙ୍କ ଜୀବନରେ ଆସୁଥିବା ବାଧାମାନେ ମଧ୍ୟ ଦୂର ହୋଇଯାଏ। ତେଣୁ ଆସନ୍ତୁ ଜାଣିବା ଶନିବାର ଦିନ କେଉଁ-କେଉଁ ଉପାୟ କରିବା ଦ୍ୱାରା ଶନିଦଶାରୁ ମୁକ୍ତି ମିଳିଥାଏ । ସାଢେସାତୀ ବା ଶନିଦଶାର ଉପାୟ ଦୁଦୁରା ଗଛର ଉପାୟ ଯଦି ଆପଣ ଶନିର ପ୍ରକୋପରୁ ମୁକ୍ତି…

Read More