Author: Ayesha Debnath

VK Pandian: ୫୦ ବର୍ଷୀୟ ପୂର୍ବତନ ପ୍ରଶାସନିକ ଅଧିକାରୀ ଭିକେ ପାଣ୍ଡିଆନ ଏକ ଅନ୍ତର୍ଜାତୀୟ ଏନଜିଓରେ ଯୋଗ ଦେବାକୁ ଯାଉଛନ୍ତି କି? ଏହି ପ୍ରଶ୍ନଟି ରାଜନୀତି ମହଲରେ ଏବେ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛି। ୨୦oo ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଭିକେ ପାଣ୍ଡିଆନ୍ ଏକ ପ୍ରମୁ ଦାୟିତ୍ଵ ସହ ଓଡିଶାର ରାଜନୈତିକ ଦୃଶ୍ୟପଟରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛନ୍ତି। ତାମିଲନାଡୁର ବାସିନ୍ଦା ଏବଂ ପଞ୍ଜାବ କ୍ୟାଡର ଆଇଏସ ,ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି (୨୦୧୧-୨୦୨୩) ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରିଥିଲେ ଏବଂ କ୍ୟାବିନେଟ ମନ୍ତ୍ରୀ ପାହ୍ୟାର ୫ଟି (ଟ୍ରାନ୍ସଫର୍ମେସନ୍ ଇନିସିଏଟିଭ୍ସ) କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭୂମିକା ଗ୍ରହଣ କରିଥିଲେ । ଟିମ୍ ୱାର୍କ, ଟେକ୍ନୋଲୋଜି, ପାରଦର୍ଶିତା, ପରିବର୍ତନ ଏବଂ ଠିକ୍ ସମୟରେ ଯୋଗାଣ ମାଧ୍ୟମରେ ଶାସନକୁ ବଢ଼ାଇବା ଉଦ୍ଦେଶ୍ୟରେ ଏହି ୫ଟି ପଦକ୍ଷେପ ନିଆଯାଇଥିଲା । ପୁରୀର ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଭଳି…

Read More