Author: Ayesha Debnath

Neha Kakkar: ପ୍ରସିଦ୍ଧ ଗାୟିକା ନେହା କକ୍କର, ତାଙ୍କୁ କିଏ ନ ଜାଣେ । ଛୋଟ ଠାରୁ ବଡ଼ ସମସ୍ତେ ନେହାଙ୍କର ବବଲୀ ଅନ୍ଦାଜ ପାଇଁ ବେଶ କରନ୍ତି । ପ୍ରାୟଃ ସେ କୌଣସି ନ କୌଣସି କାରଣରୁ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ମଧ୍ୟ ସୋସିଆଲ୍ ମିଡିଆରେ ନେହା କକ୍କରଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓରେ, ଗାୟିକା ମଞ୍ଚରେ ପହଞ୍ଚିବା ମାତ୍ରେ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି। ତେବେ ଘଟଣା କ’ଣ ଜାଣିବା ପାଇଁ ପୂରା ଖବର ଦେଖନ୍ତୁ। ମେଲବୋର୍ଣ୍ଣରେ ନେହା କକ୍କରଙ୍କର ଏକ ମ୍ୟୁଜିକ୍ କନ୍‌ସର୍ଟ ରଖାଯାଇଥିଲା । ସେଠାରେ ସେ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖାଯାଏ ଯେ ନେହା ମଞ୍ଚରେ ପହଞ୍ଚିବା ମାତ୍ରେ ପ୍ରଶଂସକମାନେ ତାଙ୍କୁ ସ୍ୱାଗତ କରୁଛନ୍ତି । ଏହା ଦେଖି ସେ ତାଙ୍କ ଲୁହକୁ ରୋକିପାରି ନ ଥିଲେ ଆଉ…

Read More