Author: NAZMEEN PARWEEN

 ମ୍ୟାଗିକୁ ଭାରତର ପ୍ରାୟ ପ୍ରତ୍ୟେକ ଘରେ ପସନ୍ଦ କରାଯାଏ। ମାତ୍ର ୨ ମିନିଟ୍‌ରେ ତିଆରି ହୋଇଯାଉଥିବା ଏହି ସୁସ୍ୱାଦୁ ଖାଦ୍ୟ ଏବେ ଆମ ଦେଶରେ ଲୋକଙ୍କ ଜୀବନଶୈଳୀର ଅଂଶ ପାଲଟି ଯାଇଛି, ଖାସ କରି ପିଲା ଓ ବ୍ୟାଚଲୋର ଲୋକଙ୍କ ପାଇଁ । ତେବେ ମ୍ୟାଗି ଏବେ ଆମ ଦେଶରେ ମହଙ୍ଗା ହୋଇପାରେ। ହେଲେ ଏହି ଲୋକପ୍ରିୟ ଖାଦ୍ୟ ମହଙ୍ଗା ହେବା ପଛରେ ଆମ ଦେଶ ନୁହେଁ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏକ ନିୟମ ଦାୟି।  ଆମ ଦେଶରେ ମ୍ୟାଗି ମହଙ୍ଗା ହେବା ପଛରେ ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ୧୯୯୪ ମସିହାରେ ହୋଇଥିବା ଏକ ରାଜିନାମା ଦାୟି। ଏହି ରାଜିନାମାରେ ଡବଲ ଟ୍ୟାକ୍ସେସନ ଆଭଏଡାନ୍ସ ଏଗ୍ରୀମେଣ୍ଟ (ଡିଟିଏଏ) ହୋଇଥିଲା। ଏଥିରେ ମୋଷ୍ଟ ଫେଭର୍ଡ ନେସନ (ଏମଏଫଏନ) ସସ୍ପେନସନ ରହିଛି। ତେବେ ସ୍ୱିଜରଲ୍ୟାଣ୍ଡ ୧ ଜାନୁୟାରୀ ୨୦୨୫ରେ ଏହି କ୍ଲଜକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୩ରେ ଭାରତର ସୁପ୍ରିମକୋର୍ଟଙ୍କ ଏକ ରାୟ…

Read More