Author: NAZMEEN PARWEEN

ଅନଲାଇନରେ ଖାଦ୍ୟପଦାର୍ଥ ମଗାଇବା ବେଳେ ଏହାର କେଉଁ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ଏହା ଦେଖି ନିଅନ୍ତୁ। ଯଦି ସାମଗ୍ରୀର ଏକ୍ସପାୟରୀ ୪୫ ଦିନରୁ କମ ଥାଏ ତେବେ ଆପଣ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ଙ୍କ ନିକଟରେ ଏ ନେଇ ଅଭିଯୋଗ କରିପାରିବେ। ନିକଟରେ ଅନଲାଇନରେ କାମ କରୁଥିବା ସବୁ ଫୁଡ ବିଜନେସ୍ ଅପରେଟର (ଏଫବିଓ)ଙ୍କୁ ଏଫଏସଏସଏଆଇ ଏ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।  ନିର୍ଦ୍ଦେଶରେ ଫୁଡ ଡେଲିଭରୀ ଅପରେଟରଙ୍କୁ ଏପରି ଖାଦ୍ୟପଦାର୍ଥ ଢେଲିଭରୀ ନ କରନ୍ତୁ ଯେଉଁଗୁଡିକର ଉପଯୋଗ ଅବଧି ୪୫ ଦିନ ନଥିବ। ଏଫଏସଏସଏଆଇ ନିକଟରେ ଏଫବିଓଙ୍କ ଏକ ବୈଠକ କରିଥିଲେ। ଏଥିରେ ଏପରି କରିବା ଦ୍ୱାରା ସେମାନଙ୍କ ଉପରେ ଗ୍ରାହକଙ୍କ ଭରସା ବଢିବ ବୋଲି କହିଥିଲେ। ଏଫବିଓଙ୍କୁ ଏହା ମଧ୍ୟ କୁହାଯାଇଥିଲା ଯେ ଅନଲାଇନ ପ୍ଲାଟଫର୍ମରେ କୌଣସି ଖାଦ୍ୟପଦାର୍ଥ ନେଇ ଏପରି ଦାବି କରନ୍ତୁ ନାହିଁ ଯାହା ଫିଜିକାଲ ରୂପେ ସେହି ବସ୍ତୁର…

Read More