Author: NAZMEEN PARWEEN

ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଆଣିଛି ନୂଆ ବର୍ଷ ଅଫର୍। ଯାହାର ନାଁ ରହିଛି ନୂଆ ବର୍ଷ ୱେଲକମ ପ୍ଲାନ ୨୦୨୫। ଏହି ସ୍ବତନ୍ତ୍ର ପ୍ଲାନରେ ଗ୍ରାହକଙ୍କୁ ୨୦୨୫ ଟଙ୍କା ରିଚାର୍ଜରେ ୨୦୦ ଦିନର ଭାଲିଡିଟି ମିଳିବ। ଏହା ସହ ଅସୀମିତ ୫ଜି, ୫୦୦ ଜିବିର ୪ଜି ହାଇ-ସ୍ପିଡ ଡାଟା (ଦୈନିକ ୨.୫ ଜିବି), ଅସୀମିତ କଲ୍ ଏବଂ ଏସଏମଏସ ମିଳିବ। ଏହି ପ୍ଲାନ ସହିତ ଗ୍ରାହକମାନେ ସମାନ ସୁବିଧା ମିଳୁଥିବା ମାସିକ ୩୪୯ ଟଙ୍କାର ରିଚାର୍ଜ ତୁଳନାର ୪୬୮ ଟଙ୍କା ସଞ୍ଚୟ କରିପାରିବେ।  ଏହି ପ୍ଲାନ ସହିତ ୨୧୫୦ ଟଙ୍କା ମୂଲୟର ପାର୍ଟନର କୁପନ ମଧ୍ୟ ଗ୍ରାହକଙ୍କୁ ଦିଆଯାଉଛି । ଏଥିରେ ୫୦୦ ଟଙ୍କା ମୂଲ୍ୟ ଆଜିଓ (AJIO) ରିହାତି କୁପନ (ସର୍ବନିମ୍ନ ୨୫୦୦ ଟଙ୍କା କ୍ରୟ ଉପରେ), ସ୍ବିଗିରେ ୧୫୦ ଟଙ୍କା (୪୯୯ ଟଙ୍କାରୁ ଅଧିକ ଅର୍ଡର ଉପରେ) ଏବଂ ଇଜ୍ ମାଇଁ ଟ୍ରିପ୍ ମାଧ୍ୟମରେ ଫ୍ଲାଇଟ୍…

Read More