Author: NAZMEEN PARWEEN

ସାଉଥ କୋରିଆର ଅଟୋମୋବାଇଲ୍ ନିର୍ମାତା କମ୍ପାନୀ ହୁଣ୍ଡାଇ ଦ୍ୱାରା ଭାରତରେ ଅନେକ ଦମଦାର କାର ଲଞ୍ଚ କରିଥାଏ । କ୍ରେଟା ମିଡ୍ ସାଇଜର SUV ଭାବରେ କମ୍ପାନୀ ଦ୍ୱାରା ସେଲ୍ ପାଇଁ ଉପଲବ୍ଧ । ଏବେ କମ୍ପାନୀ ଖୁବ ଶୀଘ୍ର ଏହାର ଇଲେକ୍ଟ୍ରିକ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ବର୍ତ୍ତମାନ ଭାରତୀୟ ବଜାରରେ ହୁଣ୍ଡାଇ କ୍ରେଟା ଇଭି ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି । ଜାନୁଆରୀ ୨୦୨୫ ରେ କମ୍ପାନୀ ଦ୍ୱାରା ଏହି ଗାଡି ଲଞ୍ଚ ହେବ । ଅଟୋ ଏକ୍ସପୋ ୨୦୨୫ ରେ ଏହା ଲଞ୍ଚ ହେବ ବୋଲି ଆଶା କରାଯାଉଛି । ତେବେ କମ୍ପାନୀ ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ଏହି ସୂଚନା ଦେଇନାହିଁ । ଲଞ୍ଚ ପୂର୍ବରୁ, କ୍ରେଟା ଇଭି ଭାରତର ବିଭିନ୍ନ ପରିସ୍ଥିତିରେ ଟେଷ୍ଟିଂ କରାଯାଉଛି ଏବଂ ଆବଶ୍ୟକତା ଅନୁଯାୟୀ ଏହା ଅପଡେଟ୍ ମଧ୍ୟ ହେବ । ଟେଷ୍ଟିଂ ସମୟରେ ଏହା ଅନେକ…

Read More