Author: NAZMEEN PARWEEN

Kumbh Rashifal 2025:କୁମ୍ଭ ରାଶିର ଲୋକଙ୍କ ପାଇଁ ନୂଆ ବର୍ଷ ବିଶେଷ ହେବାକୁ ଯାଉଛି । ଶନି ରାଶିର କୁମ୍ଭ ରାଶିକୁ ମିଳିବ ୨୦୨୫ ରେ ମା’ ଦୁର୍ଗାଙ୍କ ବିଶେଷ ଆଶୀର୍ବାଦ, ଜାଣନ୍ତୁ ବାର୍ଷିକ ରାଶିଫଳ ୨୦୨୫ କୁମ୍ଭ ରାଶିର ସ୍ୱାମୀ ହେଉଛନ୍ତି ଶନି। ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଧନ, କ୍ୟାରିୟର, ପ୍ରେମ ସମ୍ପର୍କ ଓ ବ୍ୟବସାୟ ଦୃଷ୍ଟିରୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କେମିତି ରହିବ ୨୦୨୫ ବର୍ଷ ।  କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ପୂରା ବର୍ଷ ଶନିଙ୍କ ସାଦେ ସତୀଙ୍କ ପ୍ରଭାବରେ କଟିବ। ଜୀବନରେ ଧୈର୍ଯ୍ୟ ଓ ବୁଝାମଣାର ପରୀକ୍ଷା ହେବ। ତେବେ ଏହି ରାଶିର ଲୋକମାନେ ଆତ୍ମନିର୍ଭରଶୀଳ ଓ ବୁଦ୍ଧିମାନ ହୋଇଥାନ୍ତି । ଯଦି ସେମାନେ ନିଶ୍ଚିତ ହୁଅନ୍ତି ଯେ ସେମାନେ ଠିକ୍ ଅଛନ୍ତି, ତେବେ ସେମାନେ ଶେଷ ପର୍ଯ୍ୟନ୍ତ ନିଜ କଥାରେ ଅଟଳ ରୁହନ୍ତି ଏବଂ ସେମାନଙ୍କ ପ୍ରକୃତି ହେତୁ ଅନେକ…

Read More