Author: NAZMEEN PARWEEN

Milk and Jaggery Benefits for Health: କିଛି ଖାଦ୍ୟ ମିଶ୍ରଣ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଚମତ୍କାର କରିଥାଏ । ଏଭଳି ଏକ ମିଶ୍ରଣ ହେଉଛି କ୍ଷୀର ଓ ଗୁଡ଼ । ଶୀତଦିନେ ଏହି ଦୁଇଟିର ସେବନ କରିବା ଦ୍ୱାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ । ଶୀତ ଋତୁରେ ଯଦି ରାତି ଭୋଜନରେ କିଛି ଥାଏ, କିନ୍ତୁ ଯଦି ଆପଣ ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ କ୍ଷୀର ପିଅନ୍ତି, ତେବେ କ’ଣ ସବୁ ଫାଇଦା ମିଳିଥାଏ । କ୍ଷୀର ପିଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଶତାବ୍ଦୀ ଧରି ଏହା କ୍ୟାଲସିୟମର ଏକ ଉତ୍କୃଷ୍ଟ ଉତ୍ସ ବୋଲି ବିବେଚନା କରାଯାଏ । ଶୀତଦିନେ କ୍ଷୀର ସହ ଗୁଡ଼ ଖାଇବାର ମଧ୍ୟ ଟ୍ରେଣ୍ଡ ରହିଛି। କିନ୍ତୁ କ୍ଷୀର ସହ ଗୁଡ଼ ଖାଇଲେ ସ୍ୱାସ୍ଥ୍ୟକୁ କିଛି ଫାଇଦା ମିଳେ କି? ସାଧାରଣତଃ କ୍ଷୀର ସହିତ ଗୁଡ଼ ଭଲ…

Read More