Author: NAZMEEN PARWEEN

ଭାରତୀୟ ଗ୍ରାହକଙ୍କ ମଧ୍ୟରେ ରୟାଲ୍ ଏନଫିଲ୍ଡ ବାଇକ୍ ବେଶ୍ ଲୋକପ୍ରିୟ ଏବଂ ଏହାର ବେଶ ଚାହିଦା ମଧ୍ୟ ରହିଛି । ଏଥିରେ ରୟାଲ୍ ଏନଫିଲ୍ଡ କ୍ଲାସିକ୍ ଠାରୁ ବୁଲେଟ୍ ପର୍ଯ୍ୟନ୍ତ ଅନେକ ବାଇକ୍ ର ନାମ ସାମିଲ ରହିଛି । ଯଦି ଆପଣ ଏକ ନୂତନ ରୟାଲ୍ ଏନଫିଲ୍ଡ ମୋଟରସାଇକେଲ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ କାରଣ ଖୁବ୍ ଶୀଘ୍ର ୩ ଟି ନୂଆ ରୟାଲ୍ ଏନଫିଲ୍ଡ ବାଇକ୍ ଭାରତୀୟ ବଜାରରେ ଏଣ୍ଟ୍ରି କରିବାକୁ ଯାଉଛି । ଆସନ୍ତୁ ଜାଣିବା ରୟାଲ୍ ଏନଫିଲ୍ଡର ସେହି ବାଇକ୍ ବିଷୟରେ । ରୟାଲ୍ ଏନଫିଲ୍ଡ କ୍ଲାସିକ୍ 650 କମ୍ପାନୀର ସର୍ବାଧିକ ବିକ୍ରି ହେଉଥିବା ମୋଟରସାଇକେଲ କ୍ଲାସିକ୍ 350 ର ସଫଳତା ପରେ କମ୍ପାନୀ ବର୍ତ୍ତମାନ ଭାରତୀୟ ବଜାରରେ କ୍ଲାସିକ୍ 650 ଲଞ୍ଚ କରିବାକୁ ପ୍ଲାନ୍ କରୁଛି । ଖବର ଅନୁଯାୟୀ, ଆଗାମୀ ରୟାଲ୍ ଏନଫିଲ୍ଡ କ୍ଲାସିକ୍…

Read More