Author: NAZMEEN PARWEEN

Tomato sauce : ଆଜିକାଲି ବଜାରରେ ନକଲି ଟମାଟୋ ସସ୍ ମଧ୍ୟ ମିଳୁଛି। ଟମାଟୋ ପରିବର୍ତ୍ତେ ଏଥିରେ ସିନ୍ଥେଟିକ୍ ରଙ୍ଗ, ମକା ଅଟା, କୃତ୍ରିମ ମିଠା ଓ ଆରୋରୁଟ୍ ମିଶାଇ ଦିଆଯାଏ। ଯାହା ସ୍ୱାଦ ସହିତ ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ କରିଥାଏ । ଯଦି ଆପଣ ଉଭୟ ଉପରେ ବୁଝାମଣା କରିବାକୁ ଚାହୁଁନାହାଁନ୍ତି, ତେବେ ଜାଣନ୍ତୁ ଅସଲି ଏବଂ ନକଲି ଟମାଟୋ ସସ୍ କୁ କିପରି ଚିହ୍ନିବେ । ଅଧିକାଂଶ ଲୋକ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଟମାଟୋ ସସ୍ ବ୍ୟବହାର କରିଥାନ୍ତି । ଦେଶୀ ଖାଦ୍ୟ ପକୋଡ଼ା, ଆଳୁ ପରୋଟା ଓ କଚୋରି ବ୍ୟତୀତ ଫାଷ୍ଟଫୁଡ୍ ସାମଗ୍ରୀ ଯଥା ଚାଉ ମେଁ, ପାଟି, ବର୍ଗର, ସାଣ୍ଡ୍ୱିଚ୍ ଇତ୍ୟାଦି ଖାଦ୍ୟରେ ମିଶାଯାଇଥାଏ। ତେବେ ନକଲି ଟମାଟୋ ସସ୍ ଧୀରେ ଧୀରେ ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଏପରିକି ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେବନ କଲେ ଗମ୍ଭୀର ରୋଗ ହୋଇପାରେ…

Read More