Author: NAZMEEN PARWEEN

Skin Cancer Risk Factors: ଅଧିକ ସମୟ ଖରାରେ ରହିବା ଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା ବଢିଯାଇଥାଏ । ନିକଟରେ ହଲିଉଡ ଅଭିନେତା ଜେସନ ଚେମ୍ବର୍ସ ପ୍ରକାଶ କରିଛନ୍ତି ଯେ ଦୀର୍ଘ ସମୟ ଧରି ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିବା କାରଣରୁ ସେ ଚର୍ମ କର୍କଟ ରୋଗରେ ପୀଡ଼ିତ ଥିଲେ। ଆଜି ଆମେ ଆପଣଙ୍କୁ କହିବୁ କିପରି ଚର୍ମ କର୍କଟରୁ ରକ୍ଷା ପାଇପାରିବେ । ଚର୍ମ କର୍କଟ ସହ ସଂଘର୍ଷ କରୁଛନ୍ତି ଓଲିଉଡ ଅଭିନେତା ଜେସନ ଚାମ୍ବର୍ସ । ନିକଟରେ ସେ ସୋସିଆଲ ମିଡିଆରେ ଏହି ଖୁଲାସା କରିଛନ୍ତି । ଅଭିନେତା ଏହା ମଧ୍ୟ କହିଛନ୍ତି ଯେ ଦୀର୍ଘ ସମୟ ଧରି ଖରାରେ ରହିବା କାରଣରୁ ତାଙ୍କୁ ଚର୍ମ କର୍କଟ ହୋଇଛି । ଜେସନ୍ ଚେମ୍ବର୍ସଙ୍କ ମାମଲା ସାମ୍ନାକୁ ଆସିବା ପରଠାରୁ ଲୋକମାନେ ସୂର୍ଯ୍ୟକିରଣ ଏବଂ ଚର୍ମ କର୍କଟ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସୂର୍ଯ୍ୟକିରଣ ଆମ…

Read More