Author: NAZMEEN PARWEEN

ପିଲାଦିନରୁ ପ୍ରତ୍ୟେକ ମଣିଷର ଶରୀରରେ ଜନ୍ମ ଚିହ୍ନ ବା କଳାଜାଇ ଥାଏ । କିଛି କଳାଜାଇ ପିଲାଦିନରୁ ଶରୀରରେ ରହିଥିବାବେଳେ ଆଉ କିଛି ପରେ ସୃଷ୍ଟି ହୋଇଥାଏ । ଅଧିକାଂଶ ସମୟରେ ଲୋକମାନେ କୃତ୍ରିମ ଭାବରେ ଓଠରେ କଳାଜାଇ ତିଆରି କରିଥାନ୍ତି । ନିଜ ସୁନ୍ଦରତା ବଢାଇବା ପାଇଁ ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ସେମାନେ ଏପରି କରିଥାନ୍ତି । ତେବେ କିଛି ଲୋକଙ୍କ ପାଖରେ ଏହା ପ୍ରାକୃତିକ ହୋଇଥାଏ । କଳାଜାଇ କେବଳ ଏକ ବ୍ୟୁଟି ସ୍ପଟ୍‌ ନୁହେଁ ଏହା ଜଣେ ବ୍ୟକ୍ତିଙ୍କ ଜୀବନରେ ବିଭିନ୍ନ ପ୍ରକାର ପ୍ରଭାବ ପକାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହାର ଅନେକ ଅର୍ଥ ରହିଛି । କେତେକ କଳାଜାଇ ଶୁଭ ସଂକେତ ଆଣିଥିବା ବେଳେ ଆଉ କେତେକ ଅଶୁଭ ଚିହ୍ନକୁ ସୂଚାଇଥାଏ । ଆସନ୍ତୁ ଜାଣିବା ଏହି ବିଷୟରେ। ଯଦି କାହାରି ନାକରେ କଳାଜାଇ ଥାଏ, ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହେବା ସହ…

Read More