Author: NAZMEEN PARWEEN

Kareena-Shahid Viral Pics: ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ସମାରୋହର ସାହିଦ କପୁର ଏବଂ କରୀନା କପୁରଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ହୋଇଥିଲେ। ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବଲିଉଡର ଅନେକ ବଡ଼ ବଡ଼ ଷ୍ଟାର ନିଜ ପିଲାଙ୍କୁ ଉତ୍ସାହିତ କରିବା ପାଇଁ ପହଞ୍ଚିଥିଲେ । କରୀନା କପୁର ଖାନ ଏବଂ ଶାହିଦ କପୁର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଏକାଠି ବସିଥିବାର ଦେଖିବାକୁ ମିଳିଥିଲା। ଏବେ ଦୁହିଁଙ୍କ ଏହି ଫଟୋ ଇଣ୍ଟରନେଟରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫଟୋକୁ ଦେଖି ୟୁଜର୍ସ ମଧ୍ୟ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି । କରୀନା-ଶାହିଦଙ୍କ ବାର୍ଷିକ ଉତ୍ସବର ଫଟୋ ଭାଇରାଲ ସୋସିଆଲ ମିଡିଆରେ ସାମ୍ନାକୁ…

Read More