Author: NAZMEEN PARWEEN

New Study On Paracetamol: ପାରାସିଟାମଲସବୁଠାରୁ ସୁରକ୍ଷିତ ଔଷଧ ବୋଲି ବିବେଚନା କରାଯାଏ, କିନ୍ତୁ ଏହା ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ । ବ୍ରିଟେନର ନଟିଂହାମ୍ ବିଶ୍ୱବିଦ୍ୟାଳୟର ଏକ ଗବେଷଣାରୁ ଏହା ସାମ୍ନାକୁ ଆସିଛି। ଜ୍ୱର ଓ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପାରାସିଟାମୋଲ ବଟିକା ବ୍ୟବହାର କରାଯାଏ । ଏହି ଔଷଧସବୁଠାରୁ ସୁରକ୍ଷିତ ବୋଲି ବିବେଚନା କରାଯାଏ ଏବଂ ଲୋକମାନେ ଆବଶ୍ୟକ ସ୍ଥଳେ ଏହାକୁ ବ୍ୟବହାର କରନ୍ତି । ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ବିନା ପାରାସିଟାମୋଲ ଖାଇବା ଆରମ୍ଭ କରିଦିଅନ୍ତି । ତେବେ ପାରାସିଟାମୋଲ ସବୁ ବୟସ ପାଇଁ ସୁରକ୍ଷିତ ହୋଇନପାରେ । ବ୍ରିଟେନରେ ହୋଇଥିବା ଏକ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଯଦି ୬୫ ବର୍ଷ ରୁ ଅଧିକ ବୟସର ଲୋକ ମାନେ ଅତ୍ୟଧିକ ପାରାସିଟାମୋଲ ବ୍ୟବହାର କରନ୍ତି ତେବେ ହୃଦୟ, ପେଟ ଏବଂ…

Read More