Author: NAZMEEN PARWEEN

Benefits of eating soaked Cashew : କାଜୁ ହେଉଛି ଶୁଖିଲା ଫଳର ରାଜା । ଅଧିକାଂଶ ଲୋକ କାଜୁ ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ କାଜୁ ବାଦାମକୁ ସମାନ ଢଙ୍ଗରେ ଖାଆନ୍ତି ତ ଆଉ କେହି ଘିଅରେ ଭାଜି ଖାଆନ୍ତି ତ ଆଉ କେହି ଏହାକୁ ହାଲୱା,ସେୱାଇ, କ୍ଷୀର, ମିଠା ଆଦି ମିଠା ଖାଦ୍ୟରେ ମିଶାଇ ଖାଆନ୍ତି । ଆପଣ ଅନ୍ୟ ଉପାୟରେ ମଧ୍ୟ କାଜୁ ଖାଇପାରିବେ । କାଜୁ ବାଦାମକୁ ପାଣିରେ ଭିଜାଇ ସେବନ କରିପାରିବେ। ପୋଷଣ ଯୁକ୍ତ କାଜୁ ଖାଇଲେ ଭିଜା କାଜୁ ଖାଇଲେ କ’ଣ ଫାଇଦା ମିଳିଥାଏ । ଖବର ଅନୁଯାୟୀ, ଯେତେବେଳେ ଆପଣ କାଜୁ ବାଦାମ ଭିଜାଇଥାନ୍ତି, ଏହା ହୃଦୟକୁ ଠିକ ରଖିଥାଏ । କାଜୁରେ ସ୍ୱାସ୍ଥ୍ୟକର ଚର୍ବି ରହିଥାଏ, ବିଶେଷ କରି ମୋନୋସାଚୁରେଟେଡ ଏବଂ ପଲିଅନସେଚୁରେଟେଡ ଫ୍ୟାଟ, ଯାହା ହୃଦୟ ପାଇଁ ଲାଭଦାୟକ ଅଟେ । ଏହା ଖରାପ କୋଲେଷ୍ଟ୍ରଲକୁ…

Read More