Author: Purva Paksha

ଆଜିର ଯୁଗରେ ଯୁଦ୍ଧର ପ୍ରଥମ ଆଘାତ ଆକାଶ ପଥରୁ ଆସେ, ଏବଂ ତାହାର ଜବାବ ମଧ୍ୟ କିଛି ସେକେଣ୍ଡ ମଧ୍ୟରେ ଦେବାକୁ ପଡ଼େ। ଏପରି ପରିସ୍ଥିତିରେ ଏହା ଜରୁରୀ ହୋଇପଡ଼େ ଯେ ଆମର ଏୟାର ଡିଫେନ୍ସ ଏତେ ଦ୍ରୁତ ଓ ସଠିକ୍‍ ହେବା ଆବଶ୍ୟକ ଯେମିତି ଶତ୍ରୁର ଯେକୌଣସି ଚାଲ ବିଫଳ ହେବ। କେବଳ ଫାଇଟର ଜେଟ୍‍ ବା ଡ୍ରୋନ ଖସାଇବା ପର୍ଯ୍ୟନ୍ତ ସୀମିତ ନୁହେଁ, ପ୍ରକୃତ ଚ୍ୟାଲେଞ୍ଜ ହେଉଛି ସେମାନଙ୍କ ମିସାଇଲ-ବିଶେଷ କରି ପରମାଣୁ ମିସାଇଲଗୁଡ଼ିକୁ-ଉଡ଼ାଣ ଆରମ୍ଭ ହେବାମାତ୍ରେ ଚିହ୍ନଟ କରି ଧ୍ୱଂସ କରିବା। ଭାରତ ଏହି ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ-ଆମ ପାଖରେ ଚାରି-ସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମ ରହିଛି, ଯାହା ବିଭିନ୍ନ ଉଚ୍ଚତା ଓ ଦୂରତ୍ୱରୁ ଆସୁଥିବା ବିପଦକୁ ଚିହ୍ନଟ କରି ତାହାର ଜବାବ ଦେବାର କ୍ଷମତା ରଖେ। ଏହାହିଁ ସେହି ଶକ୍ତି ଯାହା ଭାରତକୁ ସୁରକ୍ଷିତ ରଖେ। ଏୟାର ଡିଫେନ୍ସ: ପ୍ରତ୍ୟେକ ରେଞ୍ଜରେ ଅଜେୟ! ଭାରତର ଏୟାର…

Read More