Author: Purva Paksha

ଡ, ସମନ୍ୱୟ ନନ୍ଦ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ମାଧବ ସଦାଶିବ ରାଓ ଗୋଲବାଲକର ଉପାଖ୍ୟ ଶ୍ରୀଗୁରୁଜୀଙ୍କ ସମ୍ପର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହିଥିଲେ – “ଶ୍ରୀଗୁରୁଜୀଙ୍କ ମହାନ ବ୍ୟକ୍ତିତ୍ୱରେ ସମର୍ଥ ରାମଦାସଙ୍କ ଭକ୍ତି ଓ ଶିବାଜୀ ମହାରାଜଙ୍କ ଶକ୍ତିର ଅପୂର୍ବ ସଂଗମ ଥିଲା । ତାଙ୍କ ନିକଟରେ ରାମ-କୃଷ୍ଣଙ୍କ ତପସ୍ୟା ଓ ସ୍ୱାମୀ ବିବେକାନନ୍ଦଙ୍କ ତେଜ ର ସମନ୍ୱୟ ଥିଲା । ଆତ୍ମ ବିସ୍ମୃତ ହିନ୍ଦୁ ସମାଜକୁ ସ୍ୱତ୍ୱ ର ସାକ୍ଷାତକାର କରାଇ ଶ୍ରୀଗୁରୁଜୀ ତାକୁ ସଂଗଠିତ, ଶକ୍ତିଶାଳୀ ତଥା ଆତ୍ମବିଶ୍ୱାସରେ ପରିପୂର୍ଣ କରିବାର ରାଷ୍ଟ୍ର କାର୍ଯ୍ୟ ପାଇଁ ନିଜର ଶରୀରର କଣ କଣ ଓ ଜୀବନର କ୍ଷଣ କ୍ଷଣ ସମର୍ପିତ କରି ଦେଇଥିଲେ । ” ଏ ଭଳି ଜଣେ ମହାନ ବ୍ୟକ୍ତି ଯିଏ ଭାରତ ପାଇଁ ସାରା ଜୀବନ ସମର୍ପି ଦେଇଥିଲେ ତାଙ୍କ…

Read More