Author: Purva Paksha

ଇନ୍ଦୌରରୁ ମେଘାଳୟ ହନିମୁନ୍‌ ପାଇଁ ଯାଇଥିବା ଦମ୍ପତି ରାଜା ରଘୁବଂଶୀ ଓ ସୋନମଙ୍କ କାହାଣୀ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି। ରାଜା ରଘୁବଂଶୀଙ୍କ ମୃତଦେହ ମିଳିବା ପରେ ସୋନମଙ୍କୁ ତାଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ସୋମବାର ସକାଳେ ସୋନମ ଉତ୍ତରପ୍ରଦେଶର ଗାଜୀପୁରରେ ଆତ୍ମସମର୍ପଣ କରିଥିଲେ। ସୋନମଙ୍କ ସହ ଆଉ ତିନିଜଣଙ୍କୁ ମଧ୍ୟ ରାଜାଙ୍କ ହତ୍ୟା ମାମଲାରେ ଗିରଫ କରାଯାଇଛି। ପୁଲିସ୍‌ ଅନୁସାରେ, ସୋନମ ସୁପାରୀ ଦେଇ ନିଜ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିଲେ। ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ। ମେଘାଳୟର ଡିଜିପି ଇଦାଶିଶା ନୋଙ୍ଗରାଙ୍ଗ କହିଛନ୍ତି ଯେ ସୋନମ ନିଜ ସ୍ୱାମୀଙ୍କ ହତ୍ୟା ପାଇଁ ସୁପାରୀ ଦେଇଥିଲେ। ଜଣେ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି, ଏବଂ ଦୁଇ ଅଭିଯୁକ୍ତଙ୍କୁ ଏସ୍‌ଆଇଟି ଇନ୍ଦୌରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଆଉ କିଛି ଲୋକଙ୍କ ନାମ ପ୍ରକାଶ କରିଛନ୍ତି। ଏହାପୂର୍ବରୁ ସୋନମ ଉତ୍ତରପ୍ରଦେଶର…

Read More